ବିଜେପିକୁ ହାଲୁକା ଭାବେ ନେଲେ କଂଗ୍ରେସ ମୂଳ‌ପୋଛ ହୋଇଯିବ: ଥରୁର୍‌

ନୂଆଦିଲ୍ଲୀ: ବିଜେପି ଦଳକୁ ହାଲୁକା ଭାବେ ନିଆଗଲେ କଂଗ୍ରେସ ମୂଳପୋଛ ହୋଇଯିବାର ସମ୍ଭାବନା ରହିଛି ‌ବୋଲି ବରିଷ୍ଠ କଂଗ୍ରେସ ନେତା ଶଶୀ ଥରୁର୍‌ କହିଛନ୍ତି। କଂଗ୍ରେସ ଦଳ କେବେ ‌ବି ବିଜେପିକୁ ହାଲୁକା ‌ଭାବେ ବିଚାର କରିବାର ବିପଦକୁ ଗ୍ରହଣ କରିବ ନାହିଁ। ପେପସିକୁ ହାଲୁକା ଭାବେ ଗ୍ରହଣ କରି କୋକ୍ ମୂଳପୋଛ ହୋଇଯାଇଥିଲା। ତେଣୁ ବିଜେପିକୁ ହାଲୁକାଭାବେ ନେଲେ କଂଗ୍ରେସକୁ ମଧ୍ୟ ସେହିଭଳି ଦଶା ଭୋଗିବାକୁ ପଡ଼ିପାରେ ବୋଲି … Continue reading ବିଜେପିକୁ ହାଲୁକା ଭାବେ ନେଲେ କଂଗ୍ରେସ ମୂଳ‌ପୋଛ ହୋଇଯିବ: ଥରୁର୍‌